କୁହ ତୁମକୁ ମୁଁ କେମିତି ଭୁଲିବି
ମୋର ପ୍ରତି ନିଃଶ୍ବାସରେ
ତମେ ରହିଛ ।
କ'ଣ ମୁ ନିଶ୍ବାସ ନେବା ଛାଡିଦେବି ।।
କୁହ ତୁମକୁ ମୁଁ କେମିତି ଭୁଲିବି
ମୋ ହୃଦୟର ପ୍ରତି ସ୍ପନ୍ଦନରେ ତମେ ରହିଛ ।
କଣ ମୋ ହୃଦୟର ସ୍ପନ୍ଦନ କୁ ଅଟକେଇ ଦେବି ।।
କୁହ ତୁମକୁ ମୁଁ କେମିତି ଭୁଲିବି
ମୋ ଆଖିର ପ୍ରତି ପଲକରେ ତୁମେ ରହିଛ ।
କଣ ମୁ ସବୁଦିନ ପାଇଁ ଆଖି ବୁଜିଦେବି ।।
କୁହ ତୁମକୁ ମୁଁ କେମିତି ଭୁଲିବି
ମୋ ଜୀବନର ପ୍ରତି ମୂହୁର୍ତ୍ତରେ ତମେ ହି ରହିଛ
କଣ ମୁ ବଞ୍ଚିଥବା ହିଁ ଛାଡିଦେବି ।।
କୁହ ତୁମକୁ ମୁଁ କେମିତି ଭୁଲିବି
ମୋର ପ୍ରତି ନିଃଶ୍ବାସରେ
ତମେ ରହିଛ ।
କ'ଣ ମୁ ନିଶ୍ବାସ ନେବା ଛାଡିଦେବି ।।
କୁହ ତୁମକୁ ମୁଁ କେମିତି ଭୁଲିବି
ମୋ ହୃଦୟର ପ୍ରତି ସ୍ପନ୍ଦନରେ ତମେ ରହିଛ ।
କଣ ମୋ ହୃଦୟର ସ୍ପନ୍ଦନ କୁ ଅଟକେଇ ଦେବି ।।
କୁହ ତୁମକୁ ମୁଁ କେମିତି ଭୁଲିବି
ମୋ ଆଖିର ପ୍ରତି ପଲକରେ ତୁମେ ରହିଛ ।
କଣ ମୁ ସବୁଦିନ ପାଇଁ ଆଖି ବୁଜିଦେବି ।।
କୁହ ତୁମକୁ ମୁଁ କେମିତି ଭୁଲିବି
ମୋ ଜୀବନର ପ୍ରତି ମୂହୁର୍ତ୍ତରେ ତମେ ହି ରହିଛ
କଣ ମୁ ବଞ୍ଚିଥବା ହିଁ ଛାଡିଦେବି ।।
କୁହ ତୁମକୁ ମୁଁ କେମିତି ଭୁଲିବି
Comments
Post a Comment