Skip to main content

Odia shayari, new Odia shayari 2018, romantic shayari for her,

ଶବ୍ଦ ନାହିଁ ତୁମ ସୌନ୍ଦର୍ଯ୍ୟର ବର୍ଣ୍ଣନା କରିବା ପାଇଁ
ଶବ୍ଦ ନାହିଁ ମୋର ହୃଦୟର କଥା ତୁମକୁ କହିବା ପାଇଁ ।

ମୁରୁକି ହସରେ କିଣି ନିଅ ତୁମେ ହଜାରେ ରସିକ ମନ
           ତୁମକୁ ପାଇବା ଛାଡ଼
  ତୁମ ମୁହଁ ଦିନେ ଦେଖିବା ବି ଲାଗେ ସ୍ୱପ୍ନ ।

ମୋର ସପନର ଫୁଲ ବଗିଚାରେ
       ଖାଲି ଫୁଟିଛି ଗୋଟିଏ ଫୁଲ
ଆଉ ସେଇ ଫୁଲଟିଏ ତୁମେ ।
ଯେଉଁ ଚେହେରାକୁ ସପନରେ ଦେଖେ
         ଏତେ ଯାହାକୁ ପାଏ ମୁଁ ଭଲ
  ହଁ ତମେ ସେଇ ଝିଅଟିଏ ।


ହୃଦୟର କଥା କେମିତି କହିବି
କୁହ ତୁମକୁ ମୁଁ କେମିତି ପାଇବି
ଏତେ ବଡ଼ ଦୁନିଆରେ ।
ସତରେ ନଆସି ସପନରେ ଆସ
ସପନେ ନହେଲେ ଭାବନାରେ ଆସ
ଅଛ ତୁମେ କେଉଁଠାରେ ।

ସବୁବେଳେ ତୁମେ ହୃଦୟରେ ଅଛ
ହୃଦୟର ପ୍ରତି ସ୍ପନ୍ଦନରେ ଅଛ
ତୁମେ ଅଛ ପ୍ରତି ପଲକରେ ।
ଆଉ ଅଛ ମୋର ନିଶ୍ୱାସରେ ସତେ
ଥରେ ତୁମେ ଦିଅ ଅନୁମତି ମୋତେ
ବଞ୍ଚିବାକୁ ତୁମ ସାଥିରେ ।

Comments

Popular posts from this blog

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

Odia heart touching shayeri 2018 ,History of a Heart,

Odia heart ruching shayeri 2018 Odia sad shayeri, best broken heart shayeri  odia sad love shayari for broken heart New odia shayari 2018 A beautiful poem about Love ,latest