Skip to main content

Heart tuching Love Shayri 2018,broken heart,

ତୁ ନୁହଁ ସେଇ ଚୁଲ୍ ବୁଲି ଝିଅ
ଯିଏ ଲାଗୁଥିଲା ନିଜଠାରୁ ପ୍ରିୟ
ଯଦି ହେଇଥାଅ ,ବଦଳି ଯାଇଛ
ନିଜ ଠୁ ନିଜକୁ ଦୂରେଇ ଦେଇଛ
ସାଜି ମୋ ଆଖିର ଲୁହ ।।

ଭଲପାଏ ତୋତେ ଭଲ ପାଉଥିବି ,
ଖାଲି ବଞ୍ଚିଥିବା ଯାଏଁ ନୁହେଁ ମରିଲା ପରେବି ।
ଦୁଖରେ ସୁଖରେ,
 ତୋ ଚଲାବାଟରେ
ପ୍ରତିମୁହୂର୍ତ୍ତରେ ,
ମୁଁ ତୋ ସାଥିରେ  ଥିବି ।।

ଦୂରରୁ ଦୂରରୁ ଦେଖି ମୁଁ ତୁମକୁ
ଏତେ ଯଦି ଭଲପାଏ ।।
ଭାବି ଦେଖ ଥରେ
ପାଇଲେ ପାଖରେ
ଭଲ ପାଇବାର ସିମା ହିଁ ନଥିବ
ଏ ଜୀବନ ଥିବା ଯାଏଁ ।।

ତୁମ ଅପେକ୍ଷାରେ ବର୍ଷେ ଦି ବରଷ ବିତିଯାଇଛି ।
ଦିନେ କେବେ ତୁମେ ଫେରିବ କି ବୋଲି
ସବୁବେଳେ ବସି ଭାବୁଛି ମୁଁ ଖାଲି ।
ଭାବି ଭାବି ମନ ଥକି ଯାଇଛି ।।

ଯେତେ ତୁମ ଭାବନାର ଭିତରେ ମୁ ଯାଏ
ଭଲ ପାଇବା ଠୁ ଭୁଲିଯିବା ଯାଏଁ
ନିଜ ହୃଦୟ ଠୁ ତୋ ହୃଦୟ ଯାଏଁ
ସବୁ ଶେଷରେ ନିଜକୁ ଏକୁଟିଆ ପାଏ ।।

Comments

Popular posts from this blog

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

odia love shayri image 2019