Skip to main content

Odia painful shayari,New Odia sad heart touching shayari 2018

  • Odia shayari for broken heart lovers. 

ରାଣ ଖାଇଥିଲା ଭୁଲିବିନି ବୋଲି,ଦେବି ନାହିଁ ବୋଲି ଧୋକା  ।
ତଥାପି ଭୁଲିଲା ମନ ଭାଙ୍ଗିଦେଲା କରିଦେଲା ମୋତେ ଏକା ।
ଏତେ ଚେଷ୍ଟା ପରେ ପାଇଥିଲି ତାକୁ ହଠାତ୍ ସେ କୁଆଡେ ଗଲା ।
ହୃଦୟରେ ତାକୁ ଲୁଚାଇ ରଖିଲି ଛାତି ମୋର ଚିରିଦେଲା।

ଦେଇଥିଲା ଯେଉଁ କଣ୍ଟାର ଆଘାତ ଏ ଯାଏଁ ଶୁଖିନି ଘାଆ ।
ଏବେ ମୁଁ ଜାଣିଲି କଣ୍ଟା ବୋଲି ସିଏ ଫୁଲ ଖାଲି ତାର ନାଆଁ।

କେମିତି ଭୁଲିଲୁ ପ୍ରଥମ ପ୍ରେମକୁ
ରହସ୍ଯଟା କଣ ମୋତେ ବି କହିଦେ ।
କେମିତି ସହିଲୁ ହୃଦୟ ବ୍ୟଥା କୁ
ସେ କେଉଁ ମଲମ ମୋତେ ବି ଦେଇଦେ ।
ନା ତୋର ହୃଦୟ ହିଁ ନାହିଁ,
 ଯେ ତୋତେ କିଛି ପଡିଲାନି ଫରକ ।
ନିରିହ ମୋ ହୃଦୟକୁ
ଦେଇଗଲୁ ଦୁଖ ପରେ ଦୁଖ ।
ଅବୁଝା ଏବେ ମନ ଝୁରେ ରାତି ଦିନ
ତୋତେ ହିଁ ତୁ ଆସି ଥରେ ବୁଝାଇ ଦେ ।।
କେମିତି ଭୁଲିଲୁ ପ୍ରଥମ ପ୍ରେମକୁ
ରହସ୍ଯଟା କଣ ମୋତେ ବି କହିଦେ ।

Watch video with heart touching music .

Comments

Popular posts from this blog

odia love shayri image 2019

Odia shayari || Odia quotes||Odia poetry||poem in Odia by History of a heart

Odia shayari image|| Odia quotes image||Odia poetry image||poem in Odia by History of a heart

Odia love Shayari image download

Odia Dhoka Love Shayari If you love some one heatly , Then please share this blog to your loved one For more shayari images  Click Here Watch odia LOVE Shayari  videos  "Click here  .