Skip to main content

Odia shayari text, shayari for girlfriend

ହୃଦୟକୁ ଛୁଇ ତ ଦେଇଛ
ଏବେ ଟିକେ ଚାହିଁ ବି ତ ଦେଖ
କବାଟ ମୁଁ କେବେଠୁ ଖୋଲିଛି
ଆସି ଟିକେ ରହିକି ତ ଦେଖ ।
ରାଣ ରହିଲା ପ୍ରିୟାରେ
 ହସ ଛଡ଼ା କେବେ ପାଇବନି ଦୁଃଖ ।

ତୁମ ଆଖିରେ କେଜାଣି କଣ୍ ରହିଛି
ତମେ ମୋ ଆଡେ ଚାହିଁଲେ
ମୋ ଆଖି ପଡୁଛି luck
ତମ ଦେହରେ କେଜାଣି କଣ୍ ରହିଛି
ଅଜାଣତେ କେବେ ତୁମକୁ
ମୋତେ ଛୁଇଁଲେ ଲାଗୁଛି shock

ତମେ ସେମିତି ହିଁ ଚୁପ୍ ହେଇ ରୁହ
ତୁମ ମୁହଁ, ମୁଁ ମନ ଭରି ଦେଖିନେବି
ମୁହଁରେ ମୁଁ କହି ନ ପାରିଲେ ନାହିଁ
ମନ କଥା , କାଗଜରେ ଲେଖି ଦେବି
ତୁମକୁ ମୁଁ ଚିଠି ଲେଖି ପଛେ ଦେବି ।

ତମେ ଛୁଇଁଦେଲେ ପଥର ବି ତରଳି ଯିବ
ତମେ ଚାହିଦେଲ ସୂରୁଯ ବି ଶିତଳି ଯିବ ।
ତମେ ଯାହାର ବି ହେବ
ତା ଜୀବନ ବଦଳି ଯିବ ।

Comments

Popular posts from this blog

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

odia love shayri image 2019