Skip to main content

Sad romantic shayari for her, Odia shayari for girlfriend

Sad romantic shayari for first love .

Read it and share to your friends , 

ଲାଗ ତମେ ମିଠା ମହୁ ପରି,
ଯଦି ବିଷ ହୋଇଥାଅ
ତଥାପି ତୁମକୁ ପିଇବି ମୁଁ ।
ଲାଗ ତ ଗୋଲାପ ଫୁଲ ପରି
ଯଦି କଣ୍ଟା ହୋଇଥାଅ
ତଥାପି ତୁମକୁ ଚାହିଁବି ମୁଁ ।
ଯଦି ହୋଇଥାଅ ତୁମେ ଜଳନ୍ତା ନିଆଁ ବି
ତଥାପି ତୁମକୁ ଛୁଇଁବି ମୁଁ ।।

ମୁଁ ଲୁହ ହୋଇ ତୋ ଆଖିରେ ରହିବି ପ୍ରିୟା
ଆଉ କେବେ ଝରିବିନି ।
ମୁଁ ହସ ହୋଇ ତୋ ଓଠରେ ରହିବି ପ୍ରିୟା
ଆଉ କେବେ ସରିବନି ।
ତୋ ଜୀବନ ହୋଇ ରହିଯିବି ପ୍ରିୟା
ଆଉ କେବେ ମିରିବିନି ମୁଁ କେବେ ମରିବିନି ।

ଯଦି ଜାଣିବାକୁ ଚାହଁ କେତେ ଭଲପାଏ ବୋଲି
ଆକାଶକୁ ଚାହିଁଦେବ ।
ଯଦି ଜାଣିବାକୁ ଚାହଁ କେତେ ଭଲପାଏ ବୋଲି
ତାରା ସବୁ ଗଣିଦେବ ।
ଯଦି ଜାଣିବାକୁ ଚାହଁ ଏ ମନର କଥାକୁ
ସବୁ କଥା ଜାଣିଯିବ ,
ଯେଉଁଦିନ ମୋତେ ବି ଭଲପାଇବ ।

ଜାଣିନି ତୁମକୁ ଦେଖିନି ସତରେ
ତଥାପି ଲାଗ ଆପଣା ।
ସ୍ବପ୍ନରେ ତୁମକୁ ଭେଟେ ମୁଁ ନିଇତି
ସତରେ ତୁମକୁ ଭେଟିବି କେମିତି
ଜାଣିନି ତୁମ ଠିକଣା ।

ସବୁଠୁ ରଙ୍ଗୀନ୍ କବିତାଟି ତୁମେ
କା ହାତର ତୁମେ ଲେଖା ।
ଯେତେ ମୁଁ ଲେଖୁଛି ତୁମ ଆଗେ ପ୍ରିୟା
ପଡ଼ିଯାଏ ସବୁ ଫିକା ।

Comments

Popular posts from this blog

odia love shayri image 2019

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

Odia shayari || Odia quotes||Odia poetry||poem in Odia by History of a heart

Odia shayari image|| Odia quotes image||Odia poetry image||poem in Odia by History of a heart