Skip to main content

Posts

Showing posts from May, 2018

Odia new heart ruching shayari, Odia shayari 2018

New Odia Sad Romantic Kabita 2018

Odia Sad Romantic kabita 2018

।। ସତ କୁହ ମୋତେ ମୋତେ ଚାହଁ କି ନା ।। ପଚାରିଲେ କୁହ ଭଲ ପାଏ ବୋଲି ହେଲେ କଥା ମୋର କାହିଁ ଯାଅ ଭୁଲି ମୋତେ ଭାବନି କି ଜମା ମନେ ପଡ଼େ ନା ।। ତମେ ଆଉ କାହା ସାଥେ ହସୁଥାଅ ହେଲେ ମୁଁ ହସେଇଲେ  ଛୁପ୍ ରୁହ ତମେ ଲାଜେଇ ଯାଅ କି ଭଲ ଲାଗେନା ।। ।। ସତ କୁହ ମୋତେ ମୋତେ ଚାହଁ କି ନା ।। ମୁଁ ଅନେକ କହିଲେ ପଦୁଟେ କୁହ ମୁଁ ଅନେକ ଚାହିଁଲେ ଥରୁଟେ ଚାହଁ ମୋ ମୁହ ଏତେ ସୁନ୍ଦର ନୁହେଁ ନା ।। ।। ସତ କୁହ ମୋତେ ମୋତେ ଚାହଁ କି ନା ।। ମୋ ଚିଠି ନେବାକୁ ମନା ତ କରନି ହେଲେ ସେ ଚିଠିର ଉତ୍ତର ଦିଅନି କଥା ନଥାଏ କି ଲେଖି ପାରନା ।। ।। ସତ କୁହ ମୋତେ ମୋତେ ଚାହଁ କି ନା ।।

Odia sad love shayari by Santosh kumar

If you like this video, then please share ,and subscribe to our YouTube channel .  Click here to Subscrib