Skip to main content

Odia Sad Romantic kabita 2018

।। ସତ କୁହ ମୋତେ ମୋତେ ଚାହଁ କି ନା ।।
ପଚାରିଲେ କୁହ ଭଲ ପାଏ ବୋଲି
ହେଲେ କଥା ମୋର କାହିଁ ଯାଅ ଭୁଲି
ମୋତେ ଭାବନି କି ଜମା ମନେ ପଡ଼େ ନା ।।

ତମେ ଆଉ କାହା ସାଥେ ହସୁଥାଅ
ହେଲେ ମୁଁ ହସେଇଲେ  ଛୁପ୍ ରୁହ
ତମେ ଲାଜେଇ ଯାଅ କି ଭଲ ଲାଗେନା ।।
।। ସତ କୁହ ମୋତେ ମୋତେ ଚାହଁ କି ନା ।।

ମୁଁ ଅନେକ କହିଲେ ପଦୁଟେ କୁହ
ମୁଁ ଅନେକ ଚାହିଁଲେ ଥରୁଟେ ଚାହଁ
ମୋ ମୁହ ଏତେ ସୁନ୍ଦର ନୁହେଁ ନା ।।
।। ସତ କୁହ ମୋତେ ମୋତେ ଚାହଁ କି ନା ।।

ମୋ ଚିଠି ନେବାକୁ ମନା ତ କରନି
ହେଲେ ସେ ଚିଠିର ଉତ୍ତର ଦିଅନି
କଥା ନଥାଏ କି ଲେଖି ପାରନା ।।
।। ସତ କୁହ ମୋତେ ମୋତେ ଚାହଁ କି ନା ।।

Comments

Popular posts from this blog

odia love shayri image 2019

Odia love Shayari image download

Odia Dhoka Love Shayari If you love some one heatly , Then please share this blog to your loved one For more shayari images  Click Here Watch odia LOVE Shayari  videos  "Click here  .

Odia sad Shayari, Best broken shayari.

Odia sad Shayari, Best  broken shayari.  Watch till end and comment down. And share to your friends.