Skip to main content

A really very very Heart touching love story, odia love story



""""""""""ପରିବର୍ତନ"""""""""


  
Rasmita ନାମକ ଜଣେ ଝିଅର ବାହାଘର ତାରି

  ଈଛ୍ଛା ବିରୂଦ୍ଧରେ ଜଣେ ସିଧା ସାଧା ସରଳ
     ପୂଅ Ramesh ସହ ହୋଇଥାଏ ।
ଗହଳି ପରିବାର ବି ନୁହଁ ସ୍ବାମୀ ଓ ଶାଶୁ ଛଡା
  ପରିବାରରେ ଆଉ କେହି ନଥାନ୍ତି ।
ଯଉତୁକ ବାବଦକୁ ରମେଶକୁ ବହୁତ କିଛି ଉପହାର
    ଓ ଟଙ୍କା ମଧ୍ୟ ମିଳିଥାଏ ।
ପ୍ରକୃତ କଥା ହେଉଛି Rasmita  ର ବାହାଘର ତ ସରିଛି
    କିନ୍ତୁ ସେ ଏହି ବାହାଘର ରେ ଜମା ଖୁସୀ ନୁହଁ ।
କାରଣ ସେ Raj ବୋଲି ଜଣେ ପୂଅକୁ ଭଲ ପାଉଥାଏ ।





ବାହାଘରର ଚତୁର୍ଥୀ ରାତିରେ ଯେତେବେଳେ Ramesh
   କ୍ଷୀର ଗ୍ଲାସ୍ ନେଇ ନିଜ ରୂମ୍ କୁ ଆସେ ,ରଶ୍ମୀତା ନିଜକୁ
ଓଢଣୀ ଭିତରୁ ବାହାର କରି Ramesh କୁ ପ୍ରଶ୍ନ କରିବାକୁ
  ଲାଗିଲା ?
ଜଣେ ସ୍ତ୍ରୀ ର ଈଛ୍ଛା ବରୂଦ୍ଧରେ ଜଣେ ସ୍ବାମୀ ତାରି ସ୍ତ୍ରୀ
  କୁ ଷ୍ପର୍ଶ କରିଲେ ତାକୁ ବଳାତ୍କାର କୁହାଯାଏ ।




Ramesh -Rasmita ମୁଁ ତୁମ ପାଇଁ କ୍ଷୀର ଆଣିଛି ପିଇଦିଅ,
       ତୁମେ ମୋତେ ଭୂଲ୍ ଭାବୁଛ,ମୁଁ ତ କେବଳ ତୁମକୁ
  Good Night (ଶୂଭରାତ୍ରୀ )କହିବା ପାଇଁ ଆସିଥିଲି ।
ଏତିକି କହି Ramesh Room ରୁ ବାହାରକୁ ଚାଲି ଆସିଲା,


Rasmita ର ମନ ଦୂଖଃ କାରଣ ସେ ଚାହୁଁ ଥିଲା ତା ସ୍ବାମୀ ସହ
    ତାରି କଜିଆ ହେଉ, ତାହେଲେ ଜାଇ Ramesh  ଠାରୂ ସେ
ସ୍ବାଧିନ ହୋଇ ପାରିବ।

Rasmita ଘରକୁ ବୋହୂ ହୋଇ ଆସିଛି ସତ କିନ୍ତୁ ଘରର
   କୌଣସି କାମ କରେ ନାହିଁ, ଦିନସାରା Online ରୂହେ,
କାହା ସହ Phone 📱 ରେ କଥା ହୁଏ ।

ସେପଟେRamesh ର ମାଆ ମାନେ Rasmita  ର ଶାଶୂ ଦିନସାରା
     ଘରର ସବୁ କାମ କରନ୍ତି,ରୋଷେଇ କରନ୍ତି ।
ତଥାପି ବୋହୂ ଉପରେ କେବେ ଅଭିମାନ କରନ୍ତି ନାହିଁ ।
ତାଙ୍କରି ନାମ Santidevi (ଶାନ୍ତିଦେବୀ )ନାମ ଯେମିତି ଗୁଣ ବି ସେମିତି ।
   ମନରେ ଟିକେ ବି ଦୂଖଃ ନାହିଁ ,ସବୁବେଳେ ଓଠରେ ହସ ।

Ramesh  ଗୋଟିଏ Private Company ରେ ଜଣେ
    ସାଧାରଣ କର୍ମଚାରୀ ଭାବେ କାମ କରୁଥାଏ ।
ସେ ବହୁତ ପରିଶ୍ରମୀ ଓ ବିଶ୍ବାସୀ ମଧ୍ୟ ।

ଏହି ଭିତରେ ଏମିତି କିଛି ମାସ ବିତି ଯାଇଥାଏ କିନ୍ତୁ
    ସେଇମାନେ ଆଜି ବି ଏକାଠି ଗୋଟିଏ Room ରେ
ରହି ନାହାନ୍ତି ,ଗୋଟିଏ ଛାତ ତଳେ ରହି ମଧ୍ୟ ଅଜଣା ଭଳି
    ବାହାଘର ସରିଛି କିନ୍ତୁ ଏବେ ବି ସେଇମାନେ
ସ୍ବାମୀ ସ୍ତ୍ରୀ ନୁହଁନ୍ତି ।

Ramesh  ବହୁତ ସାନ୍ତ ସ୍ବଭାବର ଥିବାରୁ ଅଧିକା
    କଥା ବାର୍ତା ହୁଏ ନାହିଁ । Denner କିମ୍ବା Lunch
କରିଲା ବେଳେ Rasmita କୁ ପଚାରେ, ସାଙ୍ଗ ହୋଇ ଖାଇବା
    ନା ତୁମ Room ରେ ଏକା ଖାଇବ ।
Ramesh କୁ Dayari ଲେଖିବାର ଅଭ୍ୟାସ ଥାଏ,
   ପ୍ରତିଦିନ ଶୋଇବା ପୂର୍ବରୁ Dayari ଲେଖେ ।

Rasmita ପାଖରେ ଗୋଟିଏ Scotty ଥାଏ Ramesh
  ଯେତେବେଳେ Office କୁ ବାହାରିଯାଏ ପରେ
ପରେ Rasmita Scotty ନେଇ ବାହାରକୁ ଚାଲିଯାଏ ।
  Ramesh ଘରକୁ ଫେରିବା ପୂର୍ବରୂ ପୂଣି ଫେରି ଆସେ ।

ଦିନକର ଘଟଣା Ramesh ର Office ଛୁଟି ଥାଏ ।
  ଘରେ ବସିଥାଏ,Rasmita ଭଲ ଖାଦ୍ୟକୁ କୁ ମଧ୍ୟ
ଖରାପ କହି କଟୁ ଭାଷାରେ ନିଜ ଶାଶୂକୁ ଗାଳି ଦବାକୁ
      ଲାଗିଲା । ଖାଦ୍ୟକୁ ଫୋପାଡି ଦେଲା ।
ଏହା ଦେଖି ସାନ୍ତ ରହୁଥିବା Ramesh ନିଜକୁ ରୋକି
     ପାରିଲା ନାହିଁ,Rasmita ଉପରକୁ ହାତ ଉଠାଇ ଦେଲା ।
କିନ୍ତୁ Ramesh ର ମାଆ ଶାନ୍ତିଦେବୀ ନିଜ ପୂଅକୁ ବହୁତ
     ଗାଳିଦେଲେ , କହିଲେ ଯାହା ହେଲେ ବି ସେ ଆମର
ବୋହୂ ତାରି ଉପରକୁ ହାତ ଉଠାଇବା ଉଚିତ ନୁହଁ ।

ଏପଟେ Rasmita ଖୋଜୁଥାଏ ବାହାନା କଜିଆ କରିବା ପାଇଁ
     ଆଜି ସେହି ସୂଯୋଗ ତାକୁ ମିଳିଗଲା ।
ରାଗିଯାଇ ପାଦକୁ ଦମ୍ ଦମ୍ କରି Scotty କୁ ନେଇ ଘରୁ
   ବାହାରି ଗଲା,ପ୍ରତିଦିନ Rasmita  ଯେଉଁ Scotty ନେଇ
ବାହାରକୁ ନେଇ ଜାଉଥାଏ ସେ ତାରି Boyfriend Raj
   ସହ ଦେଖା କରିବା ପାଇଁ ।

Rasmita  Raj କୁ ବହୁତ ଭଲପାଏ କିନ୍ତୁ ସେ ଜାଣେ
  ତାର ବି କିଛି ସୀମା ଥାଏ ଯାହାକୁ ଇଜ୍ଜତ କହନ୍ତି ।
    ତାକୁ ସେ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛି ।
Raj ପାଖରେ ପହଞ୍ଚି Rasmita କହୁଛି ଆଉ ଗୋଟିଏ
    କ୍ଷଣ ବି ମୁଁ ସେଇ ଘରେ ରହି ପାରିବି ନାହିଁ ।
ଆଜି ସେହି ଅପାଠୁଆ, ଅସିକ୍ଷୀତ Ramesh  ମୋ
   ଉପରକୁ ହାତ ଉଠାଇଲା ।

Raj - ଆରେ Rasmita ମୁଁ ତୁମକୁ କେବେଠାରୁ କହୁଛି
     ଚାଲ ଆମେ ଘରଛାଡି ବହୂ ଦୁରକୁ ଚାଲିଜିବା ।
ହେଲେ ତୁମେ କଣ ମୋ କଥା ସୁଣୁଛ,ଆଜି କାଲି କହି
  କହି ଏତେ ଦିନ ବିତି ସାରିଲାଣି ।

Rasmita  -ବାହାଘର ଦିନ ମୁଁ ଯେତେବେଳେ ତୁମ ପାଖକୁ
  ଆସିଥିଲି,ସେତେବେଳେ ତୁମେ ହିଁ ମୋତେ
ଫେରି ଯିବା ବାଇଁ କହିଥିଲ ।

Raj  -ଖାଲି ହାତରେ କେମିତି ବାହାରିବା କାହା
   ପାଖରେ ହାତ ପତାଇବା ,ମୁଁ ତ ତୁମକୁ କହିଥିଲି
କିଛି ଟଙ୍କା ଓ ସୂନା ଗହଣା ନେଇ ଆସିବା ପାଇଁ
     ତୁମେ ତ ଖାଲି ହାତରେ ଆସିଥିଲ ।
ବହୁ ଦୁରକୁ ଚାଲିଯିବା ନୂଆ ଜାଗାରେ ନୂଆ ଶୌଳିରେ
   ଜୀବନ ଆରମ୍ଭ କରିବା ପାଇଁ ହେଲେ ଟଙ୍କା ତ
      ନିହାତି ଆବଶ୍ୟକ ।

Rasmita  - ତୁମର ମୋର ପ୍ରେମ ସଂପର୍କ ଜାଣିବା ପରେ
        ମୋ ଘର ଲୋକେ ମୋର Bank Passbook,
💳 ATM card ଓ ମୋର ସୂନା ଗହଣା କୁ ବି
      ଲୁଚାଇ ରଖିଲେ,କେମିତି ଆଣି ଥାଆନ୍ତି ।
ଆମେ ଦୁଇ ଜଣ ପରିଶ୍ରମ କରି ବି ତ ଟଙ୍କା କମାଇ
       ପାରି ଥାଆନ୍ତେ ।

Raj - ବୁଦ୍ଧିମାନ ମଣିଷ ପ୍ରଥମେ ଚିନ୍ତା କରେ,ପରେ
    ପରିଶ୍ରମ କରେ , ଆମେ ଖାଲି ହାତରେ ଘରୁ ବାହାରି
ଆସିଥିଲେ ପ୍ରେମର ଭୂତ ଦୁଇଦିନ ମଧ୍ୟରେ ଛାଡି ଜାଆନ୍ତା ।
 
ଆଉ ଗୋଟିଏ କଥା ମୁଁ ଯେତେବେଳେ ତୁମକୁ ଷ୍ପର୍ଶ
   କରିବା ପାଇଁ ଚେଷ୍ଟା କରୁଛି,କହୁଛ ଏବେ ନୁହଁ
ବାହାଘର ପରେ ?

Rasmita - ହଁ ବାହାଘର ପରେ ହିଁ ଏ ସବୁ ଠିକ୍
    ପୂର୍ବରୁ ନୁହଁ,ମୋ ପାଖରେ ଜାହା କିଛି ବି ଅଛି
ସବୁ ତୁମର,ମୁଁ ଆଜି ବି ଜଣେ କୂଆଁରୀ ଝୀଅ,
   ବାହାଘର ସରିଛି ତଥାପି ଆଜି ପର୍ଯ୍ୟନ୍ତ ସେହି
Ramesh  ସହ ମୁଁ ଗୋଟିଏ ରାତି ବି ବିତାଇ ପାରିନି ।
   ଜାଣିଛ Raj କେବଳ ତୁମକୁ ହିଁ ମୋ ସ୍ବାମୀ ବୋଲି
ମାନିଛି ।
   ଖାଲି ତୁମରି ନାଁ ରେ ସିନ୍ଦୂର ପିନ୍ଧିବା ବାକି ରହିଛି,
ସିନ୍ଦୂର ପିନ୍ଧାଇ ଦିଅ ତା ପରେ ସବୁ କଛି ତୁମର ।

Raj  - ଠିକ୍ ଅଛି ମୁଁ ରାଜି!
   ହେଲେ ଏଇ ଥର କିଛି ଟଙ୍କା ଓ ଗହଣା ନେଇ ନିଶ୍ଚୟ
ଆସିବ । ଭାବନି ମୁଁ ତୁମର ଟଙ୍କା କୁ ଲୋଭ କରେ ।
   ମୁଁ କେବଳ ତୁମକୁ ହିଁ ଭଲପାଏ । କିଛି ଛୋଟ ମୋଟ
Business ପାଇଁ ।

Rasmita - ଏହି ଭୀକାରୀ Ramesh  ପାଖରେ କିଛି ବି ଟଙ୍କା ନାହିଁ
 ମୋ ବାପା ତାକୁ ୩ଲକ୍ଷ ଟଙ୍କା ଓ ଗୋଟିଏ Maruti Van
   ଦେଇଛନ୍ତି ।
ମୋର କିଛି ସୂନା ଗହଣା ଥିବ ତାକୁ ନେଇ ଆସିବି ।

Raj Hotel Room No କହି ଚାଲିଗଲା ।

Rasmita  ଘରକୁ ଫେରି ପୂଣି ଝଗଡା କରିବାକୁ ଲାଗିଲା ।
   କିନ୍ତୁ ଦୁଖଃର ବିଷୟ Rasmita  ଏକା ଚିଲ୍ଲାଉ ଥାଏ ।
ଝଗଡା କରିବା ଲୋକ କେହି ନଥାନ୍ତି ।

ରାତ୍ରୀ ୮ ଟା ରେ Massage ଆସିଲା Whatsapp
  ରେ Boyfriend Raj  ର ?
      କେତେ ବେଳେ ଆସୁଛ ?
Rasmita ଉତ୍ତର ଦେଲା ଅପେକ୍ଷା କର ଏବେ କେହି
   ସୋଇ ନାହାନ୍ତି,ରାତ୍ରୀ ୧୨ ଟା ପୂର୍ବରୁ ମୁଁ ଆସିଜିବି ।
କାରଣ ତୁମ ଛଡା ଏଇ ଦୂନିୟାରେ କେହି ନାହାନ୍ତି ।
     I Love You Raj  ......

Raj -ଠିକ୍ ଅଛି ସିଘ୍ର ଆସିବ ମୁଁ Hotel ବାହାରେ
   ଅପେକ୍ଷା କରିଛି Bay........

Rasmita ସ୍ବାମୀକୁ କହିଲା ମୁଁ ବାହାରୁ ଖାଇକି ଆସିଛି,
  ମୁଁ ଖାଇବି ନାହିଁ ତେଣୁ ମୋତେ କେହି Dustrub
 କରିବ ନାହିଁ ,ଏତିକି କହି Room ର କବାଟ ବନ୍ଦ
      କରିଦେଲା ।
ସ୍ବାମୀ କହିଲା ମୋର Dayari ତୁମ Room ରେ ଅଛି ।
  ଆଲମାରୀ ଭିତରେ ତାକୁ ମୋତେ ଦେଇଦିଅ,
ତୁମକୁ କେହି Dustrub କରିବେ ନାହିଁ ।

Rasmita ଆଲମାରୀ ଆଡକୁ ନ ଦେଖି କହିଲା ଆଲମାରୀ ର
   ଚାବି ଦିଅ ।
Ramesh - ତୁମେ ମୁଣ୍ଡ ଦେଇ ସୋଉଥିବା ତକିଆ ତଳେ
     ଆଲମାରୀ ର ଚାବି ଅଛି ।
କିନ୍ତୁ Rasmita  📺 TV ର ସାଉଣ୍ଡ ବଢାଇ ଦେଇଥାଏ ।
Ramesh କିଛି ସମୟ ବାହାରେ ଅପେକ୍ଷା କରି
  ଶେଷରେ ନିରାସ ହୋଇ ଚାଲିଗଲା ।
କିଛି ସମୟ ପରେ ରାଗ ସାନ୍ତ ହେବା ପରେ ଆଲମାରୀ
   ଖୋଲି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲା ।
ପ୍ରଥମ ଥର ପାଇଁ ସେ ଆଲମାରୀ ଖୋଲିଛି,
    କାରଣ ସେ ନିଜ ଜିନିଷ ନିଜ ଆଲମାରୀ ରେ ରଖେ ।
ଅବାକ୍ ହୋଇ ଚାହିଁ ରହିଥାଏ କାରଣ ସେହି ଆଲମାରୀ ରେ
  ତାରି Bank passbook, ATM 💳 card ଥିଲା,
ଜେଉଁଟା Rasmita ର ଘର ଲୋକେ ତା ଠାରୁ
   ଛଡାଇ ନେଇ ଥିଲେ  ।
ଖାଲି ସେତିକି ନୁହଁ ଜଉତୁକ ବାବଦକୁ ଯେଉଁ ୩ ଲକ୍ଷ ଟଙ୍କା
    ସେ ବି ଥିଲା ।
ସୂନା ଗହଣା ବି ବହୁତ ଥିଲା ତା ସହ ଗୋଟିଏ ଚିଠି ବି ଥିଲା ।
   ଏ ସବୁ ଦେଖି Rasmita  ପ୍ରଥମେ Dayari କୁ ଖୋଲି
ପଢିବାକୁ ଲାଗିଲା ।
 
   Dayari ରେ ଲେଖାଥିଲା..............?

ଦିନେ ତୁମ ବାପା ରକ୍ତ ଦେଇ ମୋ ମାଆ ର ଜୀବନ
        ବଞ୍ଚାଇ ଥିଲେ ,
ମୁଁମୋ ମାଆ କୁ ବହୁତ ଭଲପାଏ ସେଇଥି ପାଇଁ
     ମୁଁ ତୁମ ବାପାଙ୍କ ପାଦ ଛୁଇଁ ପ୍ରଣାମ କରିଲି ।
କହିଲି ଆପଣଙ୍କ ଏହି ଋଣ ମୁଁ କେବେ ବି
      ସୁଝି ପାରିବି ନାହିଁ ।
କିଛି ଦିନ ତଳେ ତୁମ ବାପା ତୁମର ବାହାଘର
  ପ୍ରସ୍ତାବ ନେଇ ଆମ ଘରକୁ ଆସି ଥିଲେ ।
ତୁମର ସବୁ ଘଟଣା ସେ ଆମକୁ କହିଲେ,

ତୁମେ ଜଣେ ପୂଅକୁ ବହୁତ ଭଲ ପାଅ,
    ତୁମ ବାପା ତୁମର ଖୁସୀ ଚାହୁଁ ଥିଲେ ।
ସେଥି ପାଇଁ ସେ ପ୍ରଥମେ ପୂଅ ବିଷୟରେ
    ଜାଣିବା ପାଇଁ ଚାହୁଁ ଥିଲେ ।

କାରଣ ତୁମେ ତୁମ ବାପାଙ୍କ Princess 👸 ଥିଲ ।
     ସବୁ ବାପା ତାଙ୍କରି Princess 👸 ପାଇଁ ଜଣେ
ଭଲ Prince ଚାହୁଁ ଥିଲେ ।
    ତୁମ ବାପା ଜେତେ ବେଳେ ସେହି ପୂଅର ଖରାପ
ଗୁଣ ବିଷୟରେ ଜାଣିଲେ ,ସେ ବହୁତ ମନ ଦୂଖଃ କରିଲେ ।
     କାରଣ ସେଇ ପୂଅ ବହୁତ ଝିଅକୁ ନିଜ ପ୍ରେମ ଜାଲରେ
ଫସାଇ ତାଙ୍କୁ ଧୋକା ଦେଇଛି ।
    ସେ ଜଣକୁ ବିବାହ ମଧ୍ୟ କରି ସାରିଛି ।
 କିନ୍ତୁ ସେ ତୁମକୁ କଛି କହି ବି ପାରୁ ନଥାନ୍ତି ।
  କାରଣ ସେ ଜାଣିଛନ୍ତି ଏ ହେଉଛି ପ୍ରେମର ନିଶା,
ସେ ଆପଣାର କୁ ପର କରି ଦିଏ ଓ ପରକୁ
     ଆପଣାର କରିଦିଏ ।
ଜଣେ ବାପାଙ୍କ ମୁହଁରୁ ଏପରି ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ
   ରହିଲି ।
ତୁମ ବାପାଙ୍କ ମୁହଁରୁ ଏପରି ସୁଣି ମୋତେ ଲାଗିଲା
     ମୋତେ ଜଣେ ଭଲ ସ୍ବାମୀର ସମ୍ମାନ ମିଳୁ କିମ୍ବା
ନ ମିଳୁ କିନ୍ତୁ ଜଣେ ଭଲ ଜ୍ବାଇଁ ହବାର ସମ୍ମାନ
    ସବୁ ବେଳେ ପାଇବି ।
ମୋତେ ଜଉତୁକ ରେ ମିଳିଥିବା ସବୁ ଟଙ୍କା ତୁମ
   Bank Account ଜମା କର ଦେଇଛି ।
ମୋତେ ଜଉତୁକ ରେ ମିଳିଥିବା ଗାଡି ଏବେ ମଧ୍ୟ
    ତୁମ ଘର ଆଗରେ ଛିଡା ହୋଇଛି ।
ଏଥିପାଇଁ ଗାଡିକୁ ତୁମ ଘରକୁ ପଠେଇ ଦେଲି,
    ଜେତେବେଳେ ମୋ ସହ ତୁମକୁ ପ୍ରେମ
ହୋଇଯିବ ସେତେବେଳେ ଆମେ ବହୁ ଦୂରକୁ
    ବୁଲିବା ପାଇଁ ଜିବା ।
ଏଥି ପାଇଁ ଜଉତୁକ କୁ ମୁଁ ଘୃଣା କରେ , ତୁମେ
      ପୂର୍ଣ ଭାବରେ ସ୍ବାଧିନ ।
ମୋତେ ଛାଡିକି ଯାଇ ପାର ।
   Dayari ର ମଧ୍ୟମ ପୃଷ୍ଠାରେ Divorce
Paper ଅଛି ଯେଉଁଠି ମୁଁ ପ୍ରଥମେ ଦସ୍ତଖତ
   କରି ସାରିଛି ,ଯେତେ ବେଳେ ତୁମକୁ ଲାଗିବ
ମୁଁ ସେହି ଅସିଖିତ Ramesh ପାଖରେ
      ରହି ପାରିବିନି ତାହେଲେ ଦସ୍ତଖତ
କରି ତୁମର ସବୁ ଟଙ୍କା ଓ ଗହଣା ନେଇ
  ଚାଲି ଯାଇପାର .......

Rasmita  ଏ ସବୁ ପଢି ଆଶ୍ଚର୍ଯ୍ୟ ହୋଇ ରହିଗଲା ।
   ନ ଚାହୁଁ ଥିଲେ ବି ରମେଶ ର ଲେଖନୀ ତାରି
ହୃଦୟକୁ ଛୁଇଁଗଲା । Ramesh ର ହୃଦୟରେ ଥିବା
      ପ୍ରେମକୁ ସେ ବୁଝି ପାରିଲା ।
Rasmita ର ଆଖିରୁ ଦୁଇ ବୁନ୍ଦା ଲୁହ ଝରି ଆସିଲା ।

ଆଗକୁ ଲେଖାଥିଲା ମୁଁ ତୁମ ଉପରକୁ ଏଥି ପାଇଁ
     ହାତ ଉଠାଇଲି ,କାରଣ ତୁମେ ମୋ ମାଆ କୁ
ଗାଳି ଦେଲ । ଯେଉଁ ପୂଅ ନିଜ ଆଗରେ ନିଜ
    ମାଆର ସମ୍ମାନ ହାନି ହୁଏ ତା ହେଲେ
ସେ ପୂଅ ଥାଇ କେତେ ନଥାଇ କେତେ ।
କାଲି ଯେତେବେଳେ ତୁମେ ମାଆ ହେବ ସେତେବେଳେ
   ଜାଣିବ ଜଣେ ମାଆ ର ମମତା ।
ତୁମକୁ ସ୍ତ୍ରୀ ରୂପରେ ପାଇବା ପାଇଁ ଚାହୁଁଛି ।
    ତୁମ ସହ ଜବରଦସ୍ତି ନୁହଁ ।
ତୁମର ସବୁ ରାଗ,ଘୃଣା କୁ ଅମୃତ ଭାବି ଗ୍ରହଣ କରିନେବି ।
   ତୁମେ ଯେତେବେଳେ ମୋର ହେବ ତାହେଲେ ତୁମକୁ
ଜୀବନ ଠାରୁ ବି ଅଧିକା ଭଲ ପାଇବି ।
ଆଉ କାହାର ହେବ ତାହେଲେ ତୁମ ସୁଖୀ ଜୀବନ
    ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିବି ।
ରଶ୍ମୀତା ର📱 phone Ringing ହଉଥାଏ,
   କିନ୍ତୁ ସେ 📱 phone କୁ vibrate ମୋଡରେ ଥାଏ ।
ଆଖିରୁ ଧାର ଧାର ହୋଇ ଲୁହ ବି ଝରୁଥାଏ ।
   ଏବେ କିନ୍ତୁ ସେ ଜଣେ ସଂସ୍କାରୀ ବୋହୂ ସାଜି ସାରିଛି ।
ପ୍ରଥମେ 📱 mobile Sim Card ବାହାର କରି
   ଫୋପାଡି ଦେଲା । ଘରର ସବୁ ଜିନିଷ ଏପଟ ସେପଟ
ହୋଇ ପଡି ଥାଏ । କେତେବେଳେ Rasmita  ଆଖିକୁ
    ନିଦ ମାଡିଆସିଲା ସେ ଜାଣି ପାରି ଲା ନାହିଁ ।
ସକାଳୁ Late ରେ ଉଠିଲା ବେଳକୁ Ramesh  Office
    ବାହାରି ଜାଇଥାଏ ।
ସକାଳୁ ଉଠି ପ୍ରଥମେ ଗାଧୂଆ ପାଧୂଆ ସାରି ମଥାରେ
   ଲାଲ୍ ସିନ୍ଦୂର ପନ୍ଧି, ଗଳାରେ ମଙ୍ଗଳ ସୂତ୍ର ପକାଇ ଥାଏ ।
ଆଗରୁ ସିନ୍ଦୁର ପିନ୍ଧୂଥାଏ କିନ୍ତୁ ଗୋଟିଏ ପଖାରେ ନ ଜଣା ପଡିଲା ପରି ।
ହେଲେ ଆଜି ସେ ମଥାରେ ଏମିତି ଭାବେ ସିନ୍ଦୂର ପିନ୍ଧିଛି
  ଦୂରକୁ ଝଟକୁ ଥାଏ ।
ରୋଷେଇ ଘରେ ଶାଶୂ ମାଆ କୁ ପ୍ରଣାମକରି ହାତଧରି
Bed room ଭିତରକୁ ଟାଣି ଆଣିଲା ।
ରୋଷେଇ ଘରେ ସେ ଆଜି ନିଜ ହାତରେ ରୋଷେଇ କରି
    Tiffin ବାଢି ଶାଶୂଙ୍କୁ Scotty ପଛପଟେ ବସାଇ
Ramesh Office କୁ ବାହାରି ଗଲେ ।
ଏହା ଦେଖ ସାନ୍ତିଦେବୀ Ramesh ର ମାଆ
    ଆଶ୍ଚର୍ଯ୍ୟ ହୋଇ ଚାହିଁ ରହି ଥାଆନ୍ତି ।
ମନେ ମନେ ଭାବନ୍ତି ମୁଁ ସ୍ବପ୍ନ ଦେଖୁନି ତ ?
Ramesh Rasmita କୁ ଦେଖି ଆଶ୍ଚର୍ଯ୍ୟହୋଇ
   ଚାହିଁ ରହି ଥାଏ କାରଣ ଆଗରୁ କେବେ
ଏମିତି ଘଟି ନଥିଲା ।
Ramesh - ମାଆ କୁ ଦେଖି ?
ସବୁ ଠିକ୍ ଅଛି ତ ମାଆ ।
  ସାନ୍ତିଦେବୀ କିଛି କହିବା ପୂର୍ବରୁ Rasmita
ଦୌଡି ଦୌଡି ଜାଇ Ramesh କୁ କୁଣ୍ଢାଇ ପକାଇଲା ।
  କହିଲା ଏବେ ସବୁ ଠିକ୍ ହୋଇଗଲା ।
Love You Forever..............
ଏହା ଦେଖି Ramesh ର Office Staff ମାନେ
    ଛିଡା ହୋଇ ଜାଆନ୍ତି ।
Rasmita କୁହେ ମୁଁ ୟାଙ୍କରି ସ୍ତ୍ରୀ ବନବାସ କରୁଥିଲି
     ବର୍ତମାନ ଫେରିଛି ।
ଆଜି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ମୋ ସ୍ବାମୀ
    Office ଆସି ପାରିବେ ନାହିଁ ।
Office Staff ମାନେ ଆଶ୍ଚର୍ଯ୍ୟ ???
Rasmita  - କାରଣ ଆମେ ଦୁଇଜଣ ବହୁତ ଲମ୍ବା
   ଛୁଟିରେ ଜିବା ପାଇଁ ଚାହୁଁଛୁ ।
Ramesh - OMG ତମେ ପାଗଳି ହୋଇ ଜାଇଛ ।
Rasmita - ତୁମର ଭୋଳାପଣ ଓ ସରଳତା ଦେଖୀ
     ମୁଁ ତୁମ ପ୍ରେମରେ ପାଗେଳି ହୋଇ ସାରିଛି ।
Office Staff ମାନେ ଆନନ୍ଦର ସହ କର ତାଳି ଦେଇ
   ସ୍ବାମୀ ସ୍ତ୍ରୀ ଙ୍କୁ ଅଭିନନ୍ଦନ ଜଣାଇଲେ ।
Rasmita ପୁଣି ଥରେ Ramesh କୁ କୁଣ୍ଢାଇ ପକାଇଲା ।
   ସତେ ଜେମିତି ସାତ ଜନ୍ମ ପାଇଁ ତା ସହ
ଜୀବନ ବିତାଇବ............... 💏

ଆମେ Life ରେ ବହୁତ ବଡ ବଡ ନିଷ୍ପତି ନେଇ ଥାଉ
  କିନ୍ତୁ ବେଳେ ବେଳେ ଆମେ ଭାବି ପାରି ନଥାଉ
ଆମର ଏହି ନିଷ୍ପତି ପାଇଁ ଆମ ଗୁରୁଜନ,ବାପା,ମାଆ
   ଓ ସଂପର୍କୀୟ ମାନଙ୍କ ମନରେ କେତେ
କଷ୍ଟ ଦେଇ ଥାଉ ।
ଆମର ଆପଣାର ମାନେ ନିଜଠାରୁ ଅଧିକା ଆମର
      Cear କରନ୍ତି ।
ମଆ,ବାପା ,ଗୁରୁଜନ ମାନଙ୍କ ନିଷ୍ପତି କୁ
       ସମ୍ମାନ ଦେଇ ସିଖନ୍ତୁ ।
ଆମର ଗୋଟିଏ କଥା ମନେ ରଖିବା ନିହାତି ଦରକାର
   ମାଆ ବାପା ମାନେ କେହିନିଜ ଛୁଆର
ଅମଙ୍ଗଳ ଚିନ୍ତା କରିବେ ନାହିଁ ।

ଭଲ ଲାଗିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ ।
Sanjay Das






Comments

Popular posts from this blog

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

Odia heart touching shayeri 2018 ,History of a Heart,

Odia heart ruching shayeri 2018 Odia sad shayeri, best broken heart shayeri  odia sad love shayari for broken heart New odia shayari 2018 A beautiful poem about Love ,latest