Skip to main content

My love story , ଓଡ଼ିଆ ପ୍ରେମ କାହାଣୀ


ମୋ ନାଁ ସନ୍ତୋଷ, ଏଇଟା ମୋ ନିଜର ପ୍ରେମ କାହାଣୀ ।
  2015 ରେ ମୋର ଗୋଟିଏ ଝିଅ ସହ ଦେଖା ହେଲା ଆଉ ସେତେବେଳେ ଦଶମ ଶ୍ରେଣୀ ପଡୁଥିଲି, ତା ନାଆଁ ସୁନା । ଜାଣିନି କେମିତି, କାହିଁକି ମୁଁ ତାକୁ ଏତେ ଭଲ ପାଇ ବସିଲି,
ପ୍ରଥମ ଦେଖା,
    ମୁଁ ସ୍କୁଲରୁ ଆସି କାନରେ earphone ଲଗେଇ ଛୁପ୍ ଚାପ୍ ବସିଥାଏ, ସେତିକିବେଳେ ସେ ତା ସାଙ୍ଗେ ମାନଙ୍କ ସହିତ ହସି ହସି ଜାଣିନି କୁଆଡ଼େ ଯାଉଥିଲେ । ମୁହଁ ତାର ସୂର୍ଯ୍ୟର ଆଲୋକରେ ଛକ୍ ଛକ୍ କରୁଥାଏ । ଏତେ ଝିଅ ଭିତରୁ  ଲାଗୁଥିଲା ସେ ସବ ଠୁ ଅଲଗା  । ସେତିକିବେଳେ ପୁଣି situation କୁ match କଲା ଭଲି romantic ଗୀତଟି ବାଜୁଥିଲା ମୋ ମୋବାଇଲରେ ,,,ତୁ କହିଲେ, ମୁଁ କହିବି, ମୁଁ କହିଲେ ତୁ, I love you, I love you.
ସତରେ, ଭାବିଦେଲେ ଏ ହୃଦୟଟା ସେ ମୂହୁର୍ତ୍ତ କୁ ପୁଣି ଫେରିଯିବାକୁ ମୋତେ ବିକଳ ହୋଇ କହୁଛି ।

କିନ୍ତୁ ଗୋଟିଏ confusion ଥିଲା କି ସେ ମୋତେ ଭଲ ପାଉଛି ନା ଖାଲି friendship କରିବାକୁ ଚାହୁଁଛି ।
କାହିଁକି ନା ସେ ମୋତେ ଭେଟିବାକୁ ତ ସବୁଦିନ ଆସୁଥିଲା, ମୋତେ ଦେଖି ହସୁଥିଲା, କିନ୍ତୁ ଯେତେବେଳେ ସେ ଜାଣିଲା ଯେ ମୁଁ ତାକୁ ଭଲପାଉଛି ବୋଲି, ସେ ଟିକେ ମୋ ଠୁ ଦୂରେଇ ଦୂରେଇ ରହୁଥିଲା , ସେଇଠୁ ମୋ ଭଲ ପାଇବା ଆହୁରି strong ହେଇଗଲା । ସେ ମୋ ଠାରୁ ଯେତେ ଦୂରେ ଯିବାକୁ ଚେଷ୍ଟା କଲା ମୁଁ ତାକୁ ସେତେ ଭଲ ପାଇଲି ।
ସେ ମୋତେ ଭଲ ପାଉଛି ନା ନାହଁ, ମୋ ପ୍ରେମକୁ ସେ ଗ୍ରହଣ କରିବ କି ନାହିଁ, ମୁଁ ତାକୁ ଯେତେବେଳେ ମୋ ମନ କଥା କହିବି ସେତେବେଳେ ତା reaction କଣ ରହିବ ଏସବୁ କଥା ଭାବି ଭାବି ଦିନ ରାତି ବିତିଯାଉଥିଲା ।
ତା ପରେ ମୁଁ ଯେମିତି ସମିତି ବହୁତ ସାହସ କରି ତାକୁ propose କରିଦେଲି କିନ୍ତୁ ମୋ propose କରିବାର style ଟିକେ ଅଲଗା ଥିଲା, ମୁଁ ତାକୁ I love you ନ କହି ପଚାରିଲି, ,, ତମେ ମୋତେ ଭଲ ପାଅ କି ନା ?  2-3 minutes  ସେ ଛୁପ୍ ହୋହୋଇ ରହିଲା ଆଉ  ସେ 2-3 minutes ମୋତେ ଲାଗୁଥିଲା ଯେମିତି ଦୁଇ ଦିନ ପରି ।
ତା ପେର ସେ ଉତ୍ତର ଦେଲା,,,କିନ୍ତୁ ତମ family କଣ ବାହା ହେବା ପାଇଁ ରଜିହେବ?  ଏ କଥା ଶୁଣି ମୁଁ ମନେ ମନେ ବହୁତ ହସିଲି ☺😊 ମାନେ,,,,,ଏ କଥା confirm ଯେ ସେ ବି ମୋତେ like କରୁଥିଲା ।


Comments

Popular posts from this blog

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

odia love shayri image 2019