Skip to main content

Odia romantic love shayari for her , romantic, beautiful shayari, heart touching 2018


ଆଖି ଆଖିରେ କହି ଯାଉଛ,
           ବୁଝି ହୋଉନି ଏ କେଉଁ ଭାଷା।
ତୋ ପାଇଁ ମୁଁ ଝୁରି ମରୁଛି,
           ପ୍ରେମ ନା ଇଏ ଯୌବନର ନିଶା।

ଆଜିକାଲି ତ ହୃଦୟ ମୋର
                ଉଡ଼ି ବୁଲୁଛି ପବନେ ପବନେ ।
ତୋ ବାଟ ଖାଲି ଚାହିଁ ରହିଛି
                ଆସିବୁ କେବେ ତୁ ମୋ ଜୀବନେ ।

ଖାଲି ଖାଲି ଏ ହୃଦୟ ଲାଗେ
              ଶୂନା ଶୂନା ଏ ଜୀବନଟା ମୋର ।
କେବେ ତୁ ଆସି ରହିବୁ ପ୍ରିୟା
             ସବୁଛାଡ଼ି ଏ ହୃଦୟେ କରି ଘର ।

ଯଦି ମୋ ପ୍ରଶ୍ନର ଉତ୍ତର ଦେବୁନି
                 ଏଇ ଦୁନିଆରେ ରହି ପାରିବିନି ।
ଘୁମ୍ ସୁମ୍ ରୁହନି ହେ ମନର ରାଣୀ
                ତୋ ନିରବତା ସହି ମୁ ପାରୁନି ।

ଗୋଟିଏ ମୂହୁର୍ତ୍ତ ଗୋଟେ ବର୍ଷ ପରି
                  କଟୁଛି ଜୀବନ ତୋ ଅପେକ୍ଷା କରି ।
କହ ପ୍ରିୟା କେବେ ଆସିବୁ ତୁ ଫେରି
                 କଉଠି ରହିଛୁ ମନ ନେଇ ଚୋରି ।

ହଜି ଯାଇଛି ତୋ ଭାବନାରେ ମନ
                  ତୋ ବିନା ଅଟକି ଯାଇଛି ଜୀବନ ।
ଆ ଦୁହେଁ ପୂରା କରିବା ଲୋ ଧନ
                    ଭବିଷ୍ଯତ ପାଇ ଦେଖିଥିବା ସ୍ୱପ୍ନ ।

Comments

Popular posts from this blog

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

Odia heart touching shayeri 2018 ,History of a Heart,

Odia heart ruching shayeri 2018 Odia sad shayeri, best broken heart shayeri  odia sad love shayari for broken heart New odia shayari 2018 A beautiful poem about Love ,latest