Skip to main content

ଅଧୁରା ପ୍ରେମ କାହାଣୀ a beautiful love story by Akash kumar

ମୁ ଶ୍ରୀ ଆକାଶ କୁମାର ଯେତେବେଳେ ମୁଁ 10th ପାସ କରି college କୁ ଗଲି ସେତେବେଳେ ମୁଁ ପ୍ରେମ କଣ ଜାଣି ନ ଥିଲି ପ୍ରେମ କେମିତି ହୁଏ ତାହାବି ଜାଣି ନ ଥିଲି ହେଲେ ଦିନେ ମୁ ମୋ first class ରେ ଜଣେ ଝିଅକୁ ଦେଖିଲି ଓ ତାକୁ ମନେ ମନେ ପାଗଳ ପରି ଭଲପାଇ ବସିଲି କିନ୍ତୁ ମୁ ଜାଣି ନଥିଲି ଯେ ସେ ମୋତେ ଭଲପାଏ କି ନା ଆଉ ମୁଁ ବି ତା ବିଷୟରେ କିଛି ଜାଣି ନ ଥିଲି ଏମିତିକି ତା ନାଆଁ  ବି ମୁ ଜାଣି ନ ଥିଲି ତଥାପି ବି ମୋ ମନ ତା ପାଇଁ ବ୍ୟକୁଳ ଥିଲା ରାତିରେ ଆଖିରେ ନିଦ ନ ଥିଲା ଯୁଆଡ଼େ ଚାହିଁଲେ ସେ ଖାଲି ସେ । ଦିନେ ମୁ ଭାବିଲି ତାକୁ ମୋ ମନ କଥା ଖୋଲି କହି ଦେବି ହେଲେ ମୁଁ କେତେବେଳେ ବି ତାକୁ ଏକା ପାଉନଥିଲି ତା ସଙ୍ଗେ ତା ସାଙ୍ଗ ମାନେ ସବୁବେଳେ ରହୁ ଥିଲେ ସେଇ କାରଣରୁ ମୁଁ ତାକୁ କିଛି କହି ପାରୁ ନଥିଲି ସେଥିପାଇଁ ମୁଁ ଭାବିଲି ତାକୁ ଚିଠିରେ ଲେଖି ଜଣେଇବି । ମୁ ଚିଠି ଲେଖିଲି ଓ   ଚୁପ କିନା ତା Beg ରେ ଚିଠି ଟିକୁ ରଖି ଦେଲି ତାପରେ ତା ଆର ଦିନ ସେ ମତେ ବହୁତ ଖୋଜିଲା ହେଲେ ମୁ ତାକୁ କହିଲି ନାହିଁ ଯେ ସେ ଯାହାକୁ ଖୋଜୁଛି ସେ ତା ପାଖରେ ହିଁ ଅଛି କାହିଁକି ନା ସେ ମୋତେ ପୁରା Class ଆଗରେ ଖୋଜୁ ଥିଲା ତାପରେ ଆଉ ଗୋଟିଏ ଚିଠି ଲେଖିଲି ଓ ସେଥିରେ ମୁ ମୋ ନିଜ ଫୋନ ନମ୍ବର ଦେଇଦେଲି  ଓ ତା ବେଗରେ ପୁଣି ଥରେ ରଖି ଦେଲି ଓ ତା Phone ର ଅପେକ୍ଷା ରେ ରହିଲି ହେଲେ ସେ Phone କଲାନି ସେ ଚିଠିନେଇ  ତା ଭାଇକୁ ଦେଇଦେଲା । ତାପରେ   ତା ଭାଇ ମୋତେ Phone କଲେ ଓ ମୋତେ ବହୁତ ଗାଳିକଲେ ବହୁତ କଥା କହିଲେ ସେ କହିଲେ ତାକୁ କାହିଁକି ହଇରାଣ କରୁଛୁ ତା ପଛରେ କାହିଁକି ପୋଡିଛୁ ତାକୁ ଭୁଲିଯା ତୋ ମୁ କହିଲି ମୁ ତାକୁ ମୋ ହୃଦୟ ଦେଇ ଭଲ ପାଏ ନିଜ ଜୀବନଠୁ ବି ବେସି ମୁଁ ତାକୁ ଭଲ ପାଏ ।
ତାପରେ ମୁ ଦିନେ ତାକୁ ସତରେ ମୋ ମନର କଥା କହିବାକୁ ଭାବିଲି ଓ କହିବାକୁ ଗଲି । ସେ ଦିନ ଥିଲା Rose Day May 7 2017 ତୋ ମୁ ତା ସାଙ୍ଗ ମାନଙ୍କ ଆଗରେ ମୋ ମନ କଥା ଖୋଲିକି କହିଲି  , ମୁ ତାକୁ କୋହିଲି ... ତାହାକୁ ମୁ ମୋ ଜୀବନ ଠୁ ବି ବେସି ଭଲ ପାଏ ହେଲେ ସେ ମୋର ଗୋଟିଏ କଥା ବି ଶୁଣିଲା ନାହିଁ ।ମୁହଁ ମୋଡ଼ି ଚାଲିଗଲା ତା ସାଙ୍ଗ ମାନଙ୍କ ଆଗରେ ଅପମାନିତ କରି ଚାଲି ଗଲା ସେ ଦିନଠୁ ମୁ ଆଉ ତାକୁ ଯେତେ ଭୁଲିବାକୁ ଚେଷ୍ଟା କଲେବି ଭୁଲି ପାରୁନି ।
ଆଜି ବି ସେ ମୋ ହୃଦୟରେ ସେମିତି ଅଛି ।

Comments

Post a Comment

Popular posts from this blog

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

odia love shayri image 2019