Skip to main content

New odia love quotes,odia love thoughts,love shayari 2021

  • odia love quotes,odia love thoughts,love shayari.

ଯଦି ଆପଣ ଓଡିଆ ଶାୟାରି ପସନ୍ଦ କରନ୍ତି ତା ହେଲେ ଏହି ପେଜ ଆପଙ୍କ ପାଇଁ ।  ଏହି ଓଡିଆ ଶାୟରି ଇମେଜ ଡାଉନଲୋଡ କରି ଆପଣ ଆପଣଙ୍କ ପ୍ରେମିକ ପ୍ର୍ରେମିକାକୁ  ପଠେଇ ତାଙ୍କ ମନ ଜିତି ପାରିବେ। 

odia love quotes

ମୋତେ ସେ ସବୁ ମାନେ ଅଛି ସେ ରାତି , ସେ 
ଦିନ , ସେ ଚେହେରା,ତମ କଥା,ଆମ ଷ୍ଟୋରି । 
କିନ୍ତୁ 
ଝିଲ ମିଲ ଝିଲ ମିଲ  black & white ଟିଭି ପରି। 


odia love quotes image

odia love quotes image

odia love quotes image

odia love quotes image

odia love quotes image

 

Comments

Popular posts from this blog

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

odia love shayri image 2019