""""""""""ପରିବର୍ତନ""""""""" Rasmita ନାମକ ଜଣେ ଝିଅର ବାହାଘର ତାରି ଈଛ୍ଛା ବିରୂଦ୍ଧରେ ଜଣେ ସିଧା ସାଧା ସରଳ ପୂଅ Ramesh ସହ ହୋଇଥାଏ । ଗହଳି ପରିବାର ବି ନୁହଁ ସ୍ବାମୀ ଓ ଶାଶୁ ଛଡା ପରିବାରରେ ଆଉ କେହି ନଥାନ୍ତି । ଯଉତୁକ ବାବଦକୁ ରମେଶକୁ ବହୁତ କିଛି ଉପହାର ଓ ଟଙ୍କା ମଧ୍ୟ ମିଳିଥାଏ । ପ୍ରକୃତ କଥା ହେଉଛି Rasmita ର ବାହାଘର ତ ସରିଛି କିନ୍ତୁ ସେ ଏହି ବାହାଘର ରେ ଜମା ଖୁସୀ ନୁହଁ । କାରଣ ସେ Raj ବୋଲି ଜଣେ ପୂଅକୁ ଭଲ ପାଉଥାଏ । ବାହାଘରର ଚତୁର୍ଥୀ ରାତିରେ ଯେତେବେଳେ Ramesh କ୍ଷୀର ଗ୍ଲାସ୍ ନେଇ ନିଜ ରୂମ୍ କୁ ଆସେ ,ରଶ୍ମୀତା ନିଜକୁ ଓଢଣୀ ଭିତରୁ ବାହାର କରି Ramesh କୁ ପ୍ରଶ୍ନ କରିବାକୁ ଲାଗିଲା ? ଜଣେ ସ୍ତ୍ରୀ ର ଈଛ୍ଛା ବରୂଦ୍ଧରେ ଜଣେ ସ୍ବାମୀ ତାରି ସ୍ତ୍ରୀ କୁ ଷ୍ପର୍ଶ କରିଲେ ତାକୁ ବଳାତ୍କାର କୁହାଯାଏ । Ramesh -Rasmita ମୁଁ ତୁମ ପାଇଁ କ୍ଷୀର ଆଣିଛି ପିଇଦିଅ, ତୁମେ ମୋତେ ଭୂଲ୍ ଭାବୁଛ,ମୁଁ ତ କେବଳ ତୁମକୁ Good Night (ଶୂଭରାତ୍ରୀ )କହିବା ପାଇଁ ଆସିଥିଲି । ଏତିକି କହି Ramesh Room ରୁ ବାହାରକୁ ଚାଲି ଆସିଲା, Rasmita ର ମନ ଦୂଖଃ କାରଣ ସେ ଚାହୁଁ ଥିଲା ତା ସ୍ବାମୀ ସହ ...
Odia shayari Odia shayari image Odia shayari SMS Odia shayari Dhoka, romantic,sad, emotional, broken heart love shayari odia love shayari images, Romantic Shayari, sad romantic , broken heart Shayari in odia