Skip to main content

Posts

Showing posts from April, 2018

Odia shayari text, shayari for girlfriend

ହୃଦୟକୁ ଛୁଇ ତ ଦେଇଛ ଏବେ ଟିକେ ଚାହିଁ ବି ତ ଦେଖ କବାଟ ମୁଁ କେବେଠୁ ଖୋଲିଛି ଆସି ଟିକେ ରହିକି ତ ଦେଖ । ରାଣ ରହିଲା ପ୍ରିୟାରେ  ହସ ଛଡ଼ା କେବେ ପାଇବନି ଦୁଃଖ । ତୁମ ଆଖିରେ କେଜାଣି କଣ୍ ରହିଛି ତମେ ମୋ ଆଡେ ଚାହିଁଲେ ମୋ ଆଖି ପଡୁଛି luck ତମ ଦେହରେ କେଜାଣି କଣ୍ ରହିଛି ଅଜାଣତେ କେବେ ତୁମକୁ ମୋତେ ଛୁଇଁଲେ ଲାଗୁଛି shock ତମେ ସେମିତି ହିଁ ଚୁପ୍ ହେଇ ରୁହ ତୁମ ମୁହଁ, ମୁଁ ମନ ଭରି ଦେଖିନେବି ମୁହଁରେ ମୁଁ କହି ନ ପାରିଲେ ନାହିଁ ମନ କଥା , କାଗଜରେ ଲେଖି ଦେବି ତୁମକୁ ମୁଁ ଚିଠି ଲେଖି ପଛେ ଦେବି । ତମେ ଛୁଇଁଦେଲେ ପଥର ବି ତରଳି ଯିବ ତମେ ଚାହିଦେଲ ସୂରୁଯ ବି ଶିତଳି ଯିବ । ତମେ ଯାହାର ବି ହେବ ତା ଜୀବନ ବଦଳି ଯିବ ।

Odia Romantic Shayari, heart touching love Shayari

Shayari for girlfriend, very heart touching

Na ebe aau mane pakaeni,odia heart tuching shayari

Odia heart touching shayari for broken heart, odia bewafa shayari, dhoka , sad shayari 

Odia shayari, new Odia shayari 2018, romantic shayari for her,

ଶବ୍ଦ ନାହିଁ ତୁମ ସୌନ୍ଦର୍ଯ୍ୟର ବର୍ଣ୍ଣନା କରିବା ପାଇଁ ଶବ୍ଦ ନାହିଁ ମୋର ହୃଦୟର କଥା ତୁମକୁ କହିବା ପାଇଁ । ମୁରୁକି ହସରେ କିଣି ନିଅ ତୁମେ ହଜାରେ ରସିକ ମନ            ତୁମକୁ ପାଇବା ଛାଡ଼   ତୁମ ମୁହଁ ଦିନେ ଦେଖିବା ବି ଲାଗେ ସ୍ୱପ୍ନ । ମୋର ସପନର ଫୁଲ ବଗିଚାରେ        ଖାଲି ଫୁଟିଛି ଗୋଟିଏ ଫୁଲ ଆଉ ସେଇ ଫୁଲଟିଏ ତୁମେ । ଯେଉଁ ଚେହେରାକୁ ସପନରେ ଦେଖେ          ଏତେ ଯାହାକୁ ପାଏ ମୁଁ ଭଲ   ହଁ ତମେ ସେଇ ଝିଅଟିଏ । ହୃଦୟର କଥା କେମିତି କହିବି କୁହ ତୁମକୁ ମୁଁ କେମିତି ପାଇବି ଏତେ ବଡ଼ ଦୁନିଆରେ । ସତରେ ନଆସି ସପନରେ ଆସ ସପନେ ନହେଲେ ଭାବନାରେ ଆସ ଅଛ ତୁମେ କେଉଁଠାରେ । ସବୁବେଳେ ତୁମେ ହୃଦୟରେ ଅଛ ହୃଦୟର ପ୍ରତି ସ୍ପନ୍ଦନରେ ଅଛ ତୁମେ ଅଛ ପ୍ରତି ପଲକରେ । ଆଉ ଅଛ ମୋର ନିଶ୍ୱାସରେ ସତେ ଥରେ ତୁମେ ଦିଅ ଅନୁମତି ମୋତେ ବଞ୍ଚିବାକୁ ତୁମ ସାଥିରେ ।

Odia broken heart shayari, dhoka shayari, sad shayari

କୁହ ତୁମକୁ ମୁଁ କେମିତି ଭୁଲିବି ମୋର ପ୍ରତି ନିଃଶ୍ବାସରେ ତମେ ରହିଛ । କ'ଣ ମୁ ନିଶ୍ବାସ ନେବା ଛାଡିଦେବି ।। କୁହ ତୁମକୁ ମୁଁ କେମିତି ଭୁଲିବି ମୋ ହୃଦୟର  ପ୍ରତି ସ୍ପନ୍ଦନରେ ତମେ ରହିଛ । କଣ ମୋ ହୃଦୟର ସ୍ପନ୍ଦନ କୁ ଅଟକେଇ ଦେବି ।। କୁହ ତୁମକୁ ମୁଁ କେମିତି ଭୁଲିବି ମୋ ଆଖିର ପ୍ରତି ପଲକରେ ତୁମେ ରହିଛ । କଣ ମୁ ସବୁଦିନ ପାଇଁ ଆଖି ବୁଜିଦେବି ।। କୁହ ତୁମକୁ ମୁଁ କେମିତି ଭୁଲିବି ମୋ ଜୀବନର ପ୍ରତି ମୂହୁର୍ତ୍ତରେ ତମେ ହି ରହିଛ କଣ ମୁ ବଞ୍ଚିଥବା ହିଁ ଛାଡିଦେବି ।। କୁହ ତୁମକୁ ମୁଁ କେମିତି ଭୁଲିବି

Odia shayari image, romantic, sad, dhoka,Odia shayari

💝 New shayari images 2019 ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି, ଆକାଶକୁ ଚାହିଁଦେବ ।  ଯଦି ଜାଣିବାକୁ ଚାହଁ କେତେ ଭଲ ପାଏ ବୋଲି ,ତାର ସବୁ ଗଣିଦେବା ।  ଯଦି ଜାଣିବାକୁ ଚାହଁ  ଏ ମନର କଥାକୁ ସବୁ କଥା ଜାଣି ଯିବ , ଯେଉଁ ଦିନ ମୋତେ ବି ଭଲ ପାଇବ Odia sad romantic shayari image ଲାଗ ତମେ ମିଠା ମହୂ ପରି ଯଦି ବିସ ହେଇଥାଅ ,  ତଥାପି ତମକୁ ପିଇବି ମୁଁ ।  ଲାଗ   ତ ଗଲାପ ଫୁଲ ପରି ଯଦି କଣ୍ଟା ହେଇଥାଅ , ତଥାପି ତୁମକୁ ଚାହିବି ମୁଁ ।  ହୋଇଥାଅ ଯଦି ଜଳନ୍ତା ନିଆଁ ବି , ତଥାପି ତୁମକୁ ଛୁଇଁବି ମୁଁ ।   Odia shayari image,

Beautiful poem for her, romantic, heart tuching odia poem

Pacharana je Tume mo pain kete special Are  Tume hi to mo jibanar, sabu kichi Mo Duniya, mo khusi, mo swapna, Mo jibana, Kan e sabu bina kehi kebe banchi ki rahichi , Tame emiti eka chamtkar, jaha pain aaji mu Ei nuaa rutu tiku chinhili, prama rutu. Mo jibanara nuaa ranga tiku paili, prama ranga, Khas Tumari pain to  , mu jibanku bachiba skhichi. Tuma aagaru, jibane kichi vi nathila, Hasa khusi, e sabu to tuma thu paili. Tume aasiba aagaru, jani hi nathili Prakruta hasiba to mu tuma thu sikhili. Mu kede bhagyaban, je mu tuma pari sathi te paichi .

Odia sad love shayari , dhoka, bewafa, emotional video,

My first shayari video  ଏଇଟା ମୋ first shayari  video , ଏଇ ଶାୟରୀ ଲେଖିବା ପାଇଁ ମୋତେ ଗୋଟିଏ ସପ୍ତାହ ଲାଗିଥିଲା । YouTube ରେ ଏଇ video upload କଲେ, ମୁଁ ଭାବିଥିଲି କି 100 views ବି ଆସିବ ବୋଲି, so let's watch my first video. 

Odia sad romantic shayari , romantic, heart touching, shayari

Best heart touching shayari for her  Read the shayari  Click here

Sad romantic shayari for her, Odia shayari for girlfriend

Sad romantic shayari for first love . Read it and share to your friends ,  ଲାଗ ତମେ ମିଠା ମହୁ ପରି, ଯଦି ବିଷ ହୋଇଥାଅ ତଥାପି ତୁମକୁ ପିଇବି ମୁଁ । ଲାଗ ତ ଗୋଲାପ ଫୁଲ ପରି ଯଦି କଣ୍ଟା ହୋଇଥାଅ ତଥାପି ତୁମକୁ ଚାହିଁବି ମୁଁ । ଯଦି ହୋଇଥାଅ ତୁମେ ଜଳନ୍ତା ନିଆଁ ବି ତଥାପି ତୁମକୁ ଛୁଇଁବି ମୁଁ ।। ମୁଁ ଲୁହ ହୋଇ ତୋ ଆଖିରେ ରହିବି ପ୍ରିୟା ଆଉ କେବେ ଝରିବିନି । ମୁଁ ହସ ହୋଇ ତୋ ଓଠରେ ରହିବି ପ୍ରିୟା ଆଉ କେବେ ସରିବନି । ତୋ ଜୀବନ ହୋଇ ରହିଯିବି ପ୍ରିୟା ଆଉ କେବେ ମିରିବିନି ମୁଁ କେବେ ମରିବିନି । ଯଦି ଜାଣିବାକୁ ଚାହଁ କେତେ ଭଲପାଏ ବୋଲି ଆକାଶକୁ ଚାହିଁଦେବ । ଯଦି ଜାଣିବାକୁ ଚାହଁ କେତେ ଭଲପାଏ ବୋଲି ତାରା ସବୁ ଗଣିଦେବ । ଯଦି ଜାଣିବାକୁ ଚାହଁ ଏ ମନର କଥାକୁ ସବୁ କଥା ଜାଣିଯିବ , ଯେଉଁଦିନ ମୋତେ ବି ଭଲପାଇବ । ଜାଣିନି ତୁମକୁ ଦେଖିନି ସତରେ ତଥାପି ଲାଗ ଆପଣା । ସ୍ବପ୍ନରେ ତୁମକୁ ଭେଟେ ମୁଁ ନିଇତି ସତରେ ତୁମକୁ ଭେଟିବି କେମିତି ଜାଣିନି ତୁମ ଠିକଣା । ସବୁଠୁ ରଙ୍ଗୀନ୍ କବିତାଟି ତୁମେ କା ହାତର ତୁମେ ଲେଖା । ଯେତେ ମୁଁ ଲେଖୁଛି ତୁମ ଆଗେ ପ୍ରିୟା ପଡ଼ିଯାଏ ସବୁ ଫିକା ।

Odia broken heart poem- kuha tumaku mu kemiti bhulibi 2018

a broken heart  poem-odia poem. ।।କୁହ ତୁମକୁ ମୁଁ କେମିତି ଭୁଲିବି ।।

Odia heart touching shayeri 2018 ,History of a Heart,

Odia heart ruching shayeri 2018 Odia sad shayeri, best broken heart shayeri  odia sad love shayari for broken heart New odia shayari 2018 A beautiful poem about Love ,latest 

Odia sad Shayari, Best broken shayari.

Odia sad Shayari, Best  broken shayari.  Watch till end and comment down. And share to your friends. 

Odia shayari video, sad , Romantic, broken heart, Dhoka, bewafa, 2018

Odia sad Love shayari for broken Heart.  odia-painful-shayari, new-odia-sad-heart touching shayari

Sad Romantic love shayari, odia shayari, bewafa, dhoka shayari, dukha,

ମନ ଛୁଆଁ ଶାୟରୀ ||sad romantic love shayari Subscribe to our YouTube channel

Odia painful shayari,New Odia sad heart touching shayari 2018

Odia shayari for broken heart lovers.  ରାଣ ଖାଇଥିଲା ଭୁଲିବିନି ବୋଲି,ଦେବି ନାହିଁ ବୋଲି ଧୋକା  । ତଥାପି ଭୁଲିଲା ମନ ଭାଙ୍ଗିଦେଲା କରିଦେଲା ମୋତେ ଏକା । ଏତେ ଚେଷ୍ଟା ପରେ ପାଇଥିଲି ତାକୁ ହଠାତ୍ ସେ କୁଆଡେ ଗଲା । ହୃଦୟରେ ତାକୁ ଲୁଚାଇ ରଖିଲି ଛାତି ମୋର ଚିରିଦେଲା। ଦେଇଥିଲା ଯେଉଁ କଣ୍ଟାର ଆଘାତ ଏ ଯାଏଁ ଶୁଖିନି ଘାଆ । ଏବେ ମୁଁ ଜାଣିଲି କଣ୍ଟା ବୋଲି ସିଏ ଫୁଲ ଖାଲି ତାର ନାଆଁ। କେମିତି ଭୁଲିଲୁ ପ୍ରଥମ ପ୍ରେମକୁ ରହସ୍ଯଟା କଣ ମୋତେ ବି କହିଦେ । କେମିତି ସହିଲୁ ହୃଦୟ ବ୍ୟଥା କୁ ସେ କେଉଁ ମଲମ ମୋତେ ବି ଦେଇଦେ । ନା ତୋର ହୃଦୟ ହିଁ ନାହିଁ,  ଯେ ତୋତେ କିଛି ପଡିଲାନି ଫରକ । ନିରିହ ମୋ ହୃଦୟକୁ ଦେଇଗଲୁ ଦୁଖ ପରେ ଦୁଖ । ଅବୁଝା ଏବେ ମନ ଝୁରେ ରାତି ଦିନ ତୋତେ ହିଁ ତୁ ଆସି ଥରେ ବୁଝାଇ ଦେ ।। କେମିତି ଭୁଲିଲୁ ପ୍ରଥମ ପ୍ରେମକୁ ରହସ୍ଯଟା କଣ ମୋତେ ବି କହିଦେ । Watch video with heart touching music  .

Prema-a poem about love by Santosh kumar ,Love Shayari in odia

A beautiful  poem about love. Watch now. 

Andha heigali--Odia sad Shayari by Santosh kumar

ଅନ୍ଧ ହୋଇଗଲି - a broken heart love shayari. 

sad Romantic Shayri

Odia shayari image  for more shayari , Click here

Heart tuching Love Shayri 2018,broken heart,

ତୁ ନୁହଁ ସେଇ ଚୁଲ୍ ବୁଲି ଝିଅ ଯିଏ ଲାଗୁଥିଲା ନିଜଠାରୁ ପ୍ରିୟ ଯଦି ହେଇଥାଅ ,ବଦଳି ଯାଇଛ ନିଜ ଠୁ ନିଜକୁ ଦୂରେଇ ଦେଇଛ ସାଜି ମୋ ଆଖିର ଲୁହ ।। ଭଲପାଏ ତୋତେ ଭଲ ପାଉଥିବି , ଖାଲି ବଞ୍ଚିଥିବା ଯାଏଁ ନୁହେଁ ମରିଲା ପରେବି । ଦୁଖରେ ସୁଖରେ,  ତୋ ଚଲାବାଟରେ ପ୍ରତିମୁହୂର୍ତ୍ତରେ , ମୁଁ ତୋ ସାଥିରେ  ଥିବି ।। ଦୂରରୁ ଦୂରରୁ ଦେଖି ମୁଁ ତୁମକୁ ଏତେ ଯଦି ଭଲପାଏ ।। ଭାବି ଦେଖ ଥରେ ପାଇଲେ ପାଖରେ ଭଲ ପାଇବାର ସିମା ହିଁ ନଥିବ ଏ ଜୀବନ ଥିବା ଯାଏଁ ।। ତୁମ ଅପେକ୍ଷାରେ ବର୍ଷେ ଦି ବରଷ ବିତିଯାଇଛି । ଦିନେ କେବେ ତୁମେ ଫେରିବ କି ବୋଲି ସବୁବେଳେ ବସି ଭାବୁଛି ମୁଁ ଖାଲି । ଭାବି ଭାବି ମନ ଥକି ଯାଇଛି ।। ଯେତେ ତୁମ ଭାବନାର ଭିତରେ ମୁ ଯାଏ ଭଲ ପାଇବା ଠୁ ଭୁଲିଯିବା ଯାଏଁ ନିଜ ହୃଦୟ ଠୁ ତୋ ହୃଦୟ ଯାଏଁ ସବୁ ଶେଷରେ ନିଜକୁ ଏକୁଟିଆ ପାଏ ।।

Odia love Shayari image download

Odia Dhoka Love Shayari If you love some one heatly , Then please share this blog to your loved one For more shayari images  Click Here Watch odia LOVE Shayari  videos  "Click here  .